କବିତାର ଠିକଣା ଏ ସମାଜ ପାଇଁ ବଞ୍ଚିଅଛୁ ଆମେ ଆମ ସଚେତନତା କେବେ ଆସିବ ଏ ସବୁ ପ୍ରତି ? ଈଶ୍ୱର ଗୁରୁ ହିଁ ବୁଝାମଣା ଆମୋଦ

Oriya ଖାଇବା ପାଇଁ ବଞ୍ଚୁଥିବା ସରଳ ମଣିଷମାନଙ୍କର ପେଟର ଭୋକର ଚିତ୍ରକୁ ଉପସ୍ଥାପନ କରି ଏଥିରୁ ମୁକୁଳିବାର ରାସ୍ତା ଖୋଜିବାର ସଚେତନତା ସୃଷ୍ଟି ହିଁ ଏ କବିତାର ପୃଷ୍ଠଭୂମି । ସାମାଜିକ ପ୍ରତିବଦ୍ଧତାର ସ୍ଵର ହିଁ ଏ କବିତାର ମୁଖ୍ୟ ବିଭବ । Poems